
letra de solati phaguna asi - subashis mahakud
ଷୋଳଟି ଫଗୁଣ ଆସି
ତତେ ଛୁଇଁ ଗଲା ପରେ
ଶାଢ଼ୀ ତୁ ପିନ୍ଧିଲୁ ଯଉଦିନ
ଚାଲୁଥିଲୁ ଟିକେ ଟିକେ
ଝୁଣ୍ଟୁଥିଲୁ ଟିକେ ଟିକେ
ଦେଖିଲି ମୁଁ ତତେ ସେଇ ଦିନ
ଏୟ~ ଷୋଳଟି ଫଗୁଣ ଆସି
ତତେ ଛୁଇଁ ଗଲା ପରେ
ଶାଢ଼ୀ ତୁ ପିନ୍ଧିଲୁ ଯଉଦିନ
ଚାଲୁଥିଲୁ ଟିକେ ଟିକେ
ଝୁଣ୍ଟୁଥିଲୁ ଟିକେ ଟିକେ
ଦେଖିଲି ମୁଁ ତତେ ସେଇ ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା ବସି ରାତି ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା~ ~ ରାତି ଦିନ
ତୋ ଆଖିରେ ଆଖି ମିଶେଇ
ଚାହିଁଲି ତତେ ହସି ହସି
………….
ତୁ ଲାଜରେ ଲାଜେଇ ଗଲୁ
ଝାଉଁଳି ଗଲୁ ବେଶୀ ବେଶୀ
…………
ମୁହଁ ତୋର ଫେରେଇ ନେଲୁ
ଯେବେ ଦେଖିଲୁ ତୁ ପ୍ରଥମ ଥର
ଡରି ଡରି ପାଖକୁ ଯାଇ
ମୁଁ ପଚାରିଲି ନାଆଁ ଟି ତୋର
ହୋ ଓ ଓ ଓ ଓ ଓ ହୋ ଓ~~
ଏ ହେ~
ଓ ହୋ~
ହାଁ~ ଷୋଳଟି ଶ୍ରାବଣ ଆସି
ତତେ ଭିଜେଇଲା ପରେ
ଝରକା ଖୋଲିଲୁ ଯଉଦିନ
ମେଘ ହେଲା ଝିପି ଝିପି
ଗଲି ପାଦ ଚିପି ଚିପି
ଚିଠି ଦେଲି ତତେ ସେଇ ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା ବସି ରାତି ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା~ ~ ରାତି ଦିନ
ତୁ ପାଗଳ କରିଚୁ ମୋତେ
ମୋ ଛାତି ତଳେ ଲାଗେ ନିଆଁ
…………
ମୁଁ ଦେଖୁଚି ସପନେ ତତେ
ମୋ ଆଖି ଆଗେ ଖାଲି ଧୂଆଁ
…………….
ଆମ ଘରେ ଅଧ ରାତିରେ
ସବୁ ଲୋକ ଶୋଇ ଗଲା ପରେ
ତତେ ଭାବି ଲେଖେ କବିତା
ଫିକା ଫିକା ଜହ୍ନ ଆଲୁଅ ରେ~
ହୋ ଓ ଓ ଓ ଓ ଓ ହୋ ଓ ~~
ଓ ହୋ ~
ଆ ହା ~
ଏୟ ~ରାତି ବେଶୀ ହେଇଗଲେ
ତାରା ମାନେ ଲୁଚି ଗଲେ
ରୁଷି ଯାଏ ଯଉଦିନ ଜହ୍ନ
ସାରା ରାତି ବସି ବସି
ଭାବେ ମୁଁ ତୋ କଥା ବେଶୀ
ମନେପଡେ ବେଶୀ ସେଇ ଦିନ
ଏ ଷୋଳଟି ଫଗୁଣ ଆସି
ତତେ ଛୁଇଁ ଗଲା ପରେ
ଶାଢ଼ୀ ତୁ ପିନ୍ଧିଲୁ ଯଉଦିନ
ଚାଲୁଥିଲୁ ଟିକେ ଟିକେ
ଝୁଣ୍ଟୁଥିଲୁ ଟିକେ ଟିକେ
ଦେଖିଲି ମୁଁ ତତେ ସେଇ ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା ବସି ରାତି ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା ବସି ରାତି ଦିନ
ସେଇଦିନୁ ପାଗଳ ହେଇଚି ଏଇ ମନ
ଭାବୁଛି ମୁଁ ତୋ କଥା ~ ~ ରାତି ଦିନ
letras aleatórias
- letra de cherry blossoms - kristen fournier
- letra de buckeye - tao$
- letra de sinaloa kartell - fousy
- letra de 33 (interlude) - mc zappa
- letra de fear is the new bliss - dead to me
- letra de umblator - ares (ro)
- letra de shimmy shimmy ya '17 - chyno
- letra de fort wayne - heath mcnease
- letra de you got me - cornelia murr
- letra de bernadette & her crowd - vic chesnutt