letra de tumabina - subas dash & radha kanta nanda
Loading...
(ତୁମ ବିନା ଜଗନ୍ନାଥ… କିଛି ଆଉ ନାହିଁ… ବୋଲି, ବିକଳ୍ପ ବ୍ୟବସ୍ଥା…
ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ… ଠାରେ(ରଖିଛି ମୁଁ ଆସ୍ଥା)) – (2)(2)(4)
ତୁମ ବିନା ଜଗନ୍ନାଥ.ଅ.ଓ.//0//
(ପୁଣ୍ଯ ବଳେ ତୁମକୁ ମୁଁ, ନପାଇଲେ ଜଗନ୍ନାଥ
ଚେଷ୍ଟା କରି ମହାପାପୀ ହେବି
ହିରଣ୍ୟକଶିପୁ ପରି, ତୁମ ହାତେ ଗଲେ ମରି
ସହଜରେ ମୁଖ୍ଯ ହୋଇଯିବି) – (2)
ଏଇ ମୋର ଶେଷ କଥା (ଏଇ ଶେଷ ରାସ୍ତା) -(2)(2)
ତୁମ ବିନା ଜଗନ୍ନାଥ… ଅ… ଓ… //1//
(ପାପ ପୁଣ୍ୟ ଦୂରେ ଥାଉ, ତୁମ ଠାରେ ମହାବାହୁ
ଅଛି ମୋର ପୁଣ୍ଯ ଅଧିକାର
ସେଥିରୁ ବଞିତ ହେଲେ, ଛାଡିତ ନ ଦେବି ଭଲେ
ବେଳ ଥାଉ କର ପ୍ରତିକାର)-(2)
ହାତ ଯୋଡି କହୁଚି ମୁଁ (ଦେଖ ମୋ ଅବସ୍ଥା) -(2)(2)
ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା
ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ ଠାରେ(ରଖିଛି ମୁଁ ଆସ୍ଥା)-(2)(2)last-(6)
letras aleatórias
- letra de всё (enough) - cloudlight
- letra de j'kiffe le rap français - axiom
- letra de j-lude - hustla
- letra de on my own - niko khalé
- letra de the legend of valley doom - marius danielsen
- letra de rolling (dj cam remix) - elysian fields
- letra de pitbull - booba
- letra de comprometida - pierre cruz
- letra de ghetto soldier - akon
- letra de if you were mine (spanish remix) - marcos hernandez