letras.top
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

letra de gulapi chehera - pratham kumbhar & saismita nayak

Loading...

ପାଗଲ ଦିଲ୍ ମୋର୍ ଧଡକି ଗଲା
ତୋର ମଲ୍କି ଅଣ୍ଟା ଚାଲି ଦେଖି
ହସିତି ତୋର ପୁରା ମହୁ ଝରେ
ଆରେ ଦିଲ୍ ମୋର୍ ଯାଉଚେ ବେହେକି

ସୁନ୍ଦରୀ ମୋର୍ ଜାନା
ନାଇ କର ବାହାନା
ତୋତେ ଖାଲି ମୂଇଁ ଚାହୁଁଥିମି
ସୁନ୍ଦରୀ ମୋର୍ ଜାନା
ନାଇ କର ବାହାନା
ତୋତେ ଖାଲି ମୂଇଁ ଚାହୁଁଥିମି

ଉଡ଼େଇ ଦେଲୁ
ଦିଲ୍ ର ପାରା
ପାଖେ ଆଲୋ ଯରା
ଏ ତୋର ଗୋଲାପି ଚେହେରା ଦେଖି ରେ
ମୁଇଁ ତ ରସିଗଲି
ହାଏ ତୋର ଗୋଲାପି ଚେହେରା ଦେଖି ରେ
ମୁଇଁ ତ ଫସିଗଲି

ତୁଇ ଦିୱାନା ମୁଇଁ ତୋର ଦିୱାନି
ପ୍ୟାରୀ ମୁଇଁ ତୋର୍ ସଜନୀ
ଦିଲ୍ ଥି ତର୍ ନାଁ ମୁଇଁ ଲେଖି ଦେଲି
ବନେଇ ଦେ ମୋତେ ରାନୀ
ଉଲ୍ଟି ଦେଖ୍ ମୁଇଁ ତୋର୍ ଦୁଲ୍ହା ରାଜା
ଦିଲ୍ କେ ଦୁରେ ଆଉ ନା ଯା
ସାଙ୍ଗେ ଯୋଡ଼ି ଆମର୍ ଲାଗ୍ ବା ମଜା
ଜଲଦୀ ଗୋରୀ ତୁଇ ଆ ଯା
ସୁନ୍ଦରୀ ନାନୀ ତୋର୍ ଚାହାନି
ଦେଖେଇ ଦେ ତୁଇ ଯରା
ହାଏ ତୋର ଗୋଲାପି ଚେହେରା ଦେଖି ରେ
ମୁଇଁ ତ ରସିଗଲି
ହାଏ ତୋର ଗୋଲାପି ଚେହେରା ଦେଖି ରେ
ମୁଇଁ ତ ଫସିଗଲି

ମୁଇଁ ରାନୀ ହେଇଗଲି
ତୋର ଲାଗି ପାନି ପାନି
ମୋତେ ନେଇ ଯା

ସପନ ମୁଇଁ ଦେଖୁଥିଶି
ତୋର କଥା ଭାବୁଥିଶି
ସୁନରେ ତୋର ହସିନା

ମୁଲ୍ କି ହସି ଦେଖି ଫିଦା ହେଲି ଜାନେ ଜାନା
ବନି ଗଲି ମୁଇଁ ତୋର ଦିୱାନା
ମୁଲ୍ କି ହସି ଦେଖି ଫିଦା ହେଲି ଜାନେ
ବନି ଗଲି ମୁଇଁ ତୋର ଦିୱାନା

ତୋର୍ love ଇଶାରା ମୋତେ ପସେଇଦେଲ
ତୁଇ ପାଖେ ଆହୁରି ଯରା

ଏ ମୋର ଗୋଲାପି ଚେହେରା ଦେଖି ରେ
ତୁଇ ପିଲା ରସିଗଲୁ
ହାଏ ମୋର ଗୋଲାପି ଚେହେରା ଦେଖି ରେ
ତୁଇ ପିଲା ଫସିଗଲୁ
ହଁ ଅ
ତୋର ଗୋଲାପି ଚେହେରା ଦେଖି ରେ
ମୁଇଁ ପୁରା ରସିଗଲି
ହାଏ ତୋର ଗୋଲାପି ଚେହେରା ଦେଖି ରେ
ମୁଇଁ ତ ଫସିଗଲି

letras aleatórias

MAIS ACESSADOS

Loading...