letras.top
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

letra de man jane mora papa - udit narayan

Loading...

ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ

ମନ ଜାଣେ ମୋର ପାପ
ସେ ମନ ନେଇ ତୋର ପାଶେ ଯାଇ
ସେ ମନ ନେଇ ତୋର ପାଶେ ଯାଇ
ଜାଳି ବି କେମିତି ପୁଣ୍ୟ ଦୀପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ପୁଣ୍ୟ ନୀଳାଚଳ ପୁଣ୍ୟର ଦେଉଳେ
ଦିଅଁ ତୁହି ମହା ପୁଣ୍ୟ
ପାପ ଦୁନିଆରେ ଏ ପାପ ଶରୀରେ
ମହାପାପୀ ମୁଁ ନଗଣ୍ଯ
ଜାଣିନାହିଁ ମୁହିଁ
ଜାଣିନାହିଁ ମୁହିଁ
କେଉଁ ଜନମର
ମୋ ପାଇଁ ଅଟେ ଅଭିଶାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ଏ ପାପ ତୁଣ୍ଡରେ ତୋ ବଡ ଦାଣ୍ଡରେ
ପାରି ନାହିଁ ତୋତେ ଡାକି
ମୋ ପାପ ଆଖିକୁ ତୋ ଚକା ଆଖି ରେ
ମିଶାଇନି ଦିନେ ଦେଖି
ବାର ଦ୍ଵାର ବୁଲି
ବାର ଦ୍ଵାର ବୁଲି
ମନେ ମନେ ଖାଲି
କରୁଛି ଆଜି ମୁଁ ଅନୁତାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ସେ ମନ ନେଇ ତୋର ପାଶେ ଯାଇ
ସେ ମନ ନେଇ ତୋର ପାଶେ ଯାଇ
ଜାଳି ବି କେମିତି ପୁଣ୍ୟ ଦୀପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ରେ କାଳିଆ
ମନ ଜାଣେ ମୋର ପାପ
ରେ କାଳିଆ
ମନ ଜାଣେ ମୋର ପାପ

letras aleatórias

MAIS ACESSADOS

Loading...