letra de batabana hela mo prema - humane sagar
ତୋ କଥା ମୁଁ ମାନି ନିଏ ସବୁ
ରାତି କୁ କହିଲେ ଦିନେ
ଏ କଥା କୁ ମାନିଲି ସହଜେ
ସୂର୍ଯ୍ୟ କୁ କହିଲୁ ଜହ୍ନ
କେମିତି ମାନିବି ଏଇ କଥା ତୋର
କେମିତି ମାନିବି ଏଇ କଥା ତୋର
ନାହିଁ ତୋର ମୋ ପାଇଁ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ରାତି ମୋର କଟି ଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରସିଲୁ
ମୋ ପଲକ ଫାଙ୍କ ଦେଇ
ଛାତି ରେ ସାଇତି, ସବୁ ସ୍ମୃତି ତୋର
ଛାତି ରେ ସାଇତି, ସବୁ ସ୍ମୃତି ତୋର
ହବ ନାହିଁ କେବେ ବି ଶୂନ୍ୟ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ, ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ
ହେ, ଚାଲୁ ଥିଲୁ ସାଥେ ସାଥେ
ଛାଇ ଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଛି ତୋ ବାଟ ଚାହିଁ
ଆଜିବି ବିଶ୍ୱାସ ଅଛି, ଦିନେ ତୋର
ଆଜିବି ବିଶ୍ୱାସ ଅଛି, ଦିନେ ତୋର
ବରସିବ ମୋ ପାଇଁ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
ବାଟ ବଣା ହେଲା, ମୋ ପ୍ରେମ
letras aleatórias
- letra de jeans stracciati - alex s
- letra de mr. perfect - baby smoove
- letra de 빗속에서 (in the rain) - issue maker
- letra de plopp - kollegah
- letra de unison - moderns
- letra de pride - natty reeves
- letra de panga - jeet gannguli
- letra de верю, не верю (i believe, i dont believe) - k.r.a (kratos)
- letra de valores - enriqvx
- letra de южный трип (south trip) - toxiteen