letra de aare nida aare - humane sagar
Loading...
ଆରେ ନିଦ ଆରେ
ଲୁଚି ଲୁଚି ଧୀରେ
ମୋ ଆଖିରୁ ସ୍ଵପ୍ନ ନେଇ
ତା ଆଖିରେ ଦେଇଯାରେ
ଆରେ ନିଦ ଆରେ
ଲୁଚି ଲୁଚି ଧୀରେ
ମୋ ଆଖିରୁ ସ୍ଵପ୍ନ ନେଇ
ତା ଆଖିରେ ଦେଇଯାରେ
ପଲକେ ରହିଯା
ତା ଲୁହ
ପିଇଯା
ମଥା କୁ ଆଉଁସି
ଶୁଆଇ ଦେଇଯା
ହେ ହେ ହେ ହେ…
ଜୀବନରେ ଜୀବନ
ତୁ ଏତେ ଆଉ ଖେଳାନା
ଏତେ ଆଉ ଖେଳାନା
ବାଧିଲାଣି ମୋତେ ଭାରି ଏତେ ଆଉ କନ୍ଦାନା
ଏତେ ଆଉ କନ୍ଦାନା
ଆଖି ଲୁହରେ ଓଦା
ଆଉ ସପନ କାଇଁ
ଟିକେ ଯିଁଇବା ପାଇଁ
ଆଉ ଜୀବନ ନାଇଁ
ମରିବାକୁ ଚାହିଁଲେ ବି
ମରି ପାରେନା
ଜୀବନ ରେ ଜୀବନ
ଦେଇ ଯା ତୁ ମରଣ
ହେ ହେ ହେ ହେ…
ଓ ଓ ଓଓ …
ଅତୀତ ରେ ଅତୀତ ତୁ ମୋତେ
ପଛକୁ ଆଉ ଫେରନା
ଏତେ ଥର ହାରିଗଲା ପରେ
ମୋତେ ତୁ ଆଉ ହରାନା
ଜୀବନରେ କେତେ ପାପ କରିଛି ଜାଣେନା
ଯେତେ ଲୁହ ଢାଳିଲେ ବି
କାହିଁକି ଧୂଏନା
ସତ ଆଜି ଲାଗେ ଛଳନା
ସମୟ ରେ ସମୟ
ହ ନା ଏତେ ନିର୍ଦୟ
ସମୟ ରେ ସମୟ
ହ ନା ଏତେ ନିର୍ଦୟ
ସମୟ ରେ ସମୟ
ହ ନା ଏତେ ନିର୍ଦୟ
letras aleatórias
- letra de bizarre - 10kkev
- letra de tennessee remix - whoiszarix?
- letra de airborne - the odyssey band
- letra de leruo - skypstar nozinator
- letra de senile - rellim
- letra de make&make - blake lil
- letra de suspicion - overtop br
- letra de alma - gondim
- letra de dot bleed damage - yoshinxri
- letra de yo quiero - joselito