
letra de kana heigala - amar dash
ସଜନୀ
କାଣା ହେଇଗଲା
କାଣା ହେଇଗଲା
ପହେଲା ପହେଲା ଦେଖୁଥିଲୁ ଯେ
ଲାଜେ ହେଉଥିଲୁ
ଲାଜେ ହେଉଥିଲୁ
ସାଙ୍ଗ୍ ସାଥି ଭିଲେ ଚହରା ଦେଇଲ
ହସି ଦେଉଥିଲୁୁ
ହସି ଦେଉଥିଲୁୁ
ଇଆଡ଼େ ଗୋରୀ ଭେଟିଲେ ଯହିଁ
ପୁରା ignore ମାଇଲା
ଯେତେ call କଲେ
message କଲେ
reply ନାହିଁ ଦେଲା
କାଣା ହେଇଗଲା ସଜନୀ କେ
କାଣା ହେଇଗଲା
କାଣା ହେଇଗଲା
କାଣା ହେଇଗଲା
ଦିନେ ନାହିଁ କଥା ହେଲେ
କିଛି ନାହିଁ ରୁଚୁ ଥାଇ
chatting କରି କରି ବାଉରୀ ଲୋ
କେତେ ରାତି ନାଇ ସୋଇ
କେତେ ରାତି ନାଇ ସୋଇ
କେତେ ରାତି ନାଇ ସୋଇ
ଇଆଡ଼େ ଗୋରୀ କଲୁ setting
ଗୋଟେ ନୂଆଁ ଦିଲ୍ ୱାଲା
ମୋତେ ମିଲୁଥିଲା ଯେନ୍ ଲାଡ
ସବୁ ସେ ନେଇ ଗଲା
କାଣା ହେଇଗଲା ସଜନୀ କେ
କାଣା ହେଇଗଲା
କାଣା ହେଇଗଲା
କାଣା ହେଇଗଲା
ଆରେ ଆରେ
ବାବୁ ସୋନା ବୋଲି ବୋଲି କହି କରି
ଅସତୀ ରେ ଅସତୀ
ମଉକା ଦେଖି ଫାଇଦା ଉଥାସି
ତୁଇ ରାନୀ ବନେଇ ସତେ ରଖିଥିବୁ
ଯେତେ ଜତନ୍ ଥି ଯେତେ ଜତନ୍ ଥି
ଦୁହି ଗାଲେ ଚୁନା ଲଗେଇ ଦେସି
ଇଆଡ଼େ ଗୋରୀ ପସ୍ତେଇ କରି
ଫେରି ଫୁସଲେଇ ଆଇଲା
ବାର ଆଡ଼େ ଧନ ନନୀର୍ ମନ
କେବେ ନାଇ ସୁଧୁରିଲା
କାଣା ହେଇଗଲା
କାଣା ହେଇଗଲା ସଜନୀ କେ
କାଣା ହେଇଗଲା
କାଣା ହେଇଗଲା
କାଣା ହେଇଗଲା
କାଣା ହେଇଗଲା
କାଣା ହେଇଗଲା
letras aleatórias
- letra de doin' what i do - mac dre
- letra de te amare hasta el final - daniela romo
- letra de laydies - dizzy boyz
- letra de in my blood - army of me
- letra de b.o.c. - lord infamous
- letra de bone marrow - dom pachino
- letra de полюби (love me) - drucy
- letra de druck - umse
- letra de ace of spades - damedot
- letra de surface (shok's zeitmahl remix) - imperative reaction